Monday, March 16, 2026
21.4 C
Odisha

    ପ୍ରେସର ବୋମା ବିସ୍ଫୋରଣ: ୨ ଯବାନ ଓ ଜଣେ ଶିଶୁକନ୍ୟା ଆହତ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଲନାର ଥାନା ଅଞ୍ଚଳର ତିମାପୁର ଗାଁରେ ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ପ୍ରେସର ବୋମାର ଶିକାର ଜଣେ ୧୦ ବର୍ଷର ଶିଶୁକନ୍ୟା ହୋଇଛନ୍ତି।ତିମାପୁର ଗ୍ରାମର ସୋଡି ମଲେ(୧୦) ଜଙ୍ଗଲ ଦେଇ ଆସୁଥିବା ବେଳେ ପ୍ରେସର ବୋମାର ଶିକାର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ସୁକମା ମେଡିକାଲରେ ଚିକିତ୍ସା ଲାଗି ଶିଶୁକନ୍ୟାଙ୍କୁ ଭର୍ତ୍ତି କରିଥିଲେ।ଆହତ ଯବାନମାନେ ହେଲେ ରାମସୁ ମାଜ୍ଜି ଏବଂ ଗଜେନ୍ଦ୍ର ସୋଡି। ଦୁଇ ଆହତ ଯବାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.4 ° C
    21.4 °
    21.4 °
    60 %
    2.5kmh
    66 %
    Mon
    24 °
    Tue
    37 °
    Wed
    37 °
    Thu
    36 °
    Fri
    36 °

    ସମ୍ବନ୍ଧିତ