Monday, March 9, 2026
31.7 C
Odisha

    ବରଗଡ଼ ଧନୁଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ପ୍ରକଳ୍ପ ପାଇଁ ୧୩୬୨ କୋଟିର ଭେଟି

    ଆଗକୁ ପଢନ୍ତୁ

     

    ​ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ପାଇଁ ୧,୩୬୨ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ୯୮୦ କୋଟିରୁ ଅଧିକ ଟଙ୍କାର ୮୫ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୮ଟି ପ୍ରକଳ୍ପର ଉଦଘାଟନ ଅନ୍ତର୍ଭୁକ୍ତ । ଏହା ବାଦ ଜୀରା ନଦୀ ଉପରେ ଏକ ଏସଟିପି ସମେତ ୩୮୦ କୋଟି ଟଙ୍କାର ୪ଟି ନୂଆ ପ୍ରକଳ୍ପ ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି । ​ ଦୁର୍ନୀତିଖୋର ଅଧିକାରୀମାନେ ନିଜର ବ୍ୟବହାର ସୁଧାରି ନିଅନ୍ତୁ, ନଚେତ୍ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧନୁଯାତ୍ରା ମଞ୍ଚରୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ ଧନୁଯାତ୍ରାରେ ସାମିଲ ହୋଇ ମହାରାଜ କଂସଙ୍କୁ ମଥୁରାନଗରୀରର ବିକାଶ ପ୍ରକଳ୍ପର ହିସାବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ସନ୍ତୋଷ ପ୍ରକାଶ କରିଥିଲେ ମହାରାଜ କଂସ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ