Saturday, July 5, 2025
24.2 C
Odisha

    ବାଇକ୍ ରୁ ଖସି ସ୍ତ୍ରୀ ମୃତ

    ଆଗକୁ ପଢନ୍ତୁ

    ବୌଦ୍ଧ : ବାହାଘର ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ଆଠମଲ୍ଲିକ ମାଣତ୍ରୀ ପୋଲ ନିକଟରେ ବାଇକ୍ ରୁ ଖସି ପଡ଼ିଲେ ସ୍ତ୍ରୀ । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡ଼ିକାଲ୍ କୁ ଭର୍ତ୍ତି ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର ମୃତକ ହେଲେ ପ୍ରେମାଞ୍ଜଳୀ ଲଉରିଆ ( ୪୦) ବୌଦ୍ଧ ଜିଲ୍ଲାର ଧଳପୁର ଗ୍ରାମର ବୋଲି ସୂଚନା  ମିଳିଛି  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    3.3kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    25 °
    Wed
    25 °

    ସମ୍ବନ୍ଧିତ