Monday, March 9, 2026
31.7 C
Odisha

    ବାରଙ୍ଗ ଅତିରିକ୍ତ ତହସିଲଦା ଗିରଫ

    ଆଗକୁ ପଢନ୍ତୁ

    ବାରଙ୍ଗ : ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ଘରୁ ମିଳିଥିଲା ନଗଦ ୭୩ଲକ୍ଷ ୬୬ ହଜାର ଟଙ୍କା । ବଡ଼ଗଡ଼ ଓ ବ୍ରିଟ କଲୋନୀରେ ଠାବ ହୋଇଛି ୨ଟି ୩ ମହଲା କୋଠା । ଖୋର୍ଦ୍ଧାରେ ଦି’ମହଲା କୋଠା, ଉତ୍ତରାରେ ୨ ବିଏଚକେ ଫ୍ଲାଟ ଠାବ ହୋଇଛି । ଭୁବନେଶ୍ବରରେ ୩ ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଳଟ ମିଳିଛି । ୫୬୦ ଗ୍ରାମ ସୁନା, ଚାରିଚକିଆ ଗାଡ଼ି, ଏସବିଆଇରେ ରହିଛି ଲକର। ଗୋଟିଏ ଦାମୀ କାର୍, ୧୬ ଲକ୍ଷ ଟଙ୍କାର ଦାମୀ ଆସବାବପତ୍ର ଠାବ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ