Friday, May 1, 2026
26.7 C
Odisha

    ବାରିପଦା ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ବାରିପଦା   ବାରିପଦା ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ ।  ଦୁଇଟି ଦୋକାନରେ ଲାଗିଛି ନିଆଁ । ଗୋଟିଏ ଇଲେକ୍ଟ୍ରି ଦୋକାନ ଓ ଗୋଟିଏ ଲୁଗା ଦୋକାନ ହୁତୁହୁତୁ ହୋଇ ଜଳୁଛି । ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ  ହୋଇଛନ୍ତି । ଦୀର୍ଘ ୨ ଘଣ୍ଟା ଧରି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି । ସମଗ୍ର ଅଞ୍ଚଳ ଧୁଆଁ ମୟ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଦୋକାନ ସବୁ ବନ୍ଦ ଥିବା ବେଳେ ସର୍ଟ ସର୍କିଟ ରୁ ନିଆଁ ଲାଗିଥାଏ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.7 ° C
    26.7 °
    26.7 °
    68 %
    1.7kmh
    55 %
    Thu
    27 °
    Fri
    38 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ