Friday, September 18, 2026
29.7 C
Odisha

    ବାଲେଶ୍ୱରରେ କର୍ଫ୍ୟୁ ଜାରି କଲା ପ୍ରଶାସନ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି କଲା ପ୍ରଶାସନ। ବାଲେଶ୍ୱର ଅରଡ଼ ବଜାରଠାରୁ ପରିବା ମାର୍କେଟ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଆସନ୍ତାକାଲି ରାତି ୧୦ ଯାଏଁ କର୍ଫ୍ୟୁ ଜାରି ରହିବା ନେଇ ସୂଚନା ମିଳିଛି। ରେଳ ଲାଇନ୍ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରୁଛି ପ୍ରଶାସନ। ହରିପୁରରୁ ଦର୍ଜିପୋଖରୀ , କସମିଳାଠାରୁ ଫୁଲାଡି, ନୂଆ ବଜାର ରେଳ ଫାଟକ , ନୂଆ ବଜାର ପରିବା ମାର୍କେଟରେ କର୍ଫ୍ୟୁ ଜାରି କରାଯାଇଛି। ବାଲେଶ୍ଵରରେ ରେଳ ଲାଇନ୍ ସମ୍ପ୍ରସାରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସେଥିପାଇଁ ରେଳ ଲାଇନ୍ ନିକଟରେ ଥିବା ବସ୍ତିକୁ ଉଚ୍ଛେଦ କରାଯାଉଛି। ଏହି କାରଣରୁ ବାଲେଶ୍ଵର ଅରଡ ବଜାରଠାରୁ ପରିବା ମାର୍କେଟ୍ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ରବିବାର ରାତି ୧୦ଟା ଯାଏଁ କଟକଣା ବଳବତ୍ତର ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    70 %
    1.4kmh
    91 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ