Saturday, August 29, 2026
30.1 C
Odisha

    ମଦ୍ୟପ ପୁଅକୁ ଛୁରି ଭୁସି ହତ୍ୟା କଲା ବାପା

    ଆଗକୁ ପଢନ୍ତୁ

    ବାଲିଗୁଡ଼ା: ବାଲିଗୁଡ଼ା ଥାନା ଅନ୍ତର୍ଗତ ସିଂଗମିଲା ଗାଁରେ ଏକ ଅଭବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଛି । ହତ୍ୟାପରେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତ ବାପାଙ୍କ କହିବାନୁଯାୟୀ, ତାଙ୍କ ପୁଅ ମଦ ପିଇ ଘରେ ଉତ୍ପାତ କରୁଥିଲା । ଘରେ ଥିବା ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରୁଥିଲା । ଏହି ସମୟରେ ତାଙ୍କୁ ସମସ୍ତେ ଅଟକାଇବାକୁ ଚେଷ୍ଟା କରୁଥିଲେ ।ହେଲେ ସେ ଏହାକୁ ଅମାନ୍ୟ କରିବାରୁ ବାପା କ୍ରୋଧିତ ହୋଇ ଛୁରୀରେ ପୁଅକୁ ଭୁସି ହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    70 %
    3.7kmh
    87 %
    Sat
    30 °
    Sun
    25 °
    Mon
    24 °
    Tue
    23 °
    Wed
    27 °

    ସମ୍ବନ୍ଧିତ