Thursday, June 12, 2025
25.6 C
Odisha

ବିଜେଡ଼ିରେ ସାମିଲ ହେଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର

ଆଗକୁ ପଢନ୍ତୁ

ବିଜେଡିରେ ମିଶିଲେ ବରଗଡ଼ର ବିଶିଷ୍ଟ ସମାଜସେବୀ ମିନାକ୍ଷୀ ମିଶ୍ର । ମିନାକ୍ଷୀ ମିଶ୍ରଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମିନାକ୍ଷୀ ମିଶ୍ର ହେଉଛନ୍ତି ବିଜେଡି ନେତା ସ୍ୱର୍ଗତ ଦେଵବ୍ରତ ମିଶ୍ରଙ୍କ ପତ୍ନୀ । ସେ ବରଗଡ଼ର ଫାଇଟ ଫର ରାଇଟ ସାମାଜିକ ସଂଗଠନର ପ୍ରତିଷ୍ଠାତା । ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେଡି କହିଛି । ମିନାକ୍ଷୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ କଣ୍ଟାବାଞ୍ଜି ଓ ପଦ୍ମପୁରର ପର୍ଯ୍ୟବେକ୍ଷକ ମୌସମ ମିଶ୍ର ଉପସ୍ଥିତ ଥିଲେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
25.6 ° C
25.6 °
25.6 °
79 %
1.5kmh
91 %
Wed
25 °
Thu
34 °
Fri
36 °
Sat
37 °
Sun
37 °

ସମ୍ବନ୍ଧିତ