Tuesday, September 15, 2026
24.1 C
Odisha

    ବିଜେପି ଛାଡ଼ିଲେ ପିପିଲିର ଯୁବନେତା ରାଧାମୋହନ

    ଆଗକୁ ପଢନ୍ତୁ

    ପିପିଲି ରାଜନୀତିରେ ସକ୍ରିୟ ଥିବା ଯୁବନେତା ରାଧାମୋହନ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା। ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି ରାଧାମୋହନ। ଏହାସହ ରାଧାମୋହନ ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ଭାବେ ଲଢ଼ିବେ ବୋଲି ଜଣାପଡିଛି। ବିଜେପିରୁ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ ରାଧାମୋହନ କିନ୍ତୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପରେ ରାଧାମୋହନ ବିଜେପିଠୁ ଦୂରେଇଛନ୍ତି। ପିପିଲି – ଡେଲାଙ୍ଗରେ ଦୀର୍ଘ ଦିନ ଧରି ନିଜର ସଙ୍ଗଠନ ଚଳାଇଛନ୍ତି ରାଧା ମୋହନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ