Saturday, September 19, 2026
28.3 C
Odisha

    ବିଭିନ୍ନ ଆଳୁ ଦୋକାନରେ ଚଢ଼ାଉ, କିଲୋ ପ୍ରତି ୩୮ ଟଙ୍କା ମଧ୍ୟରେ ରଖିବାକୁ ତାଗିଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଆଳୁ ଦୋକାନରେ ଚଢ଼ାଉ। ଯୋଗାଣ ବିଭାଗ ଅଧିକାରୀ ମାନେ ଏକ ନମ୍ବର ମାର୍କେଟର ବିଭିନ୍ନ ଆଳୁ ଦୋକାନ ତଦାରଖ କରୁଛନ୍ତି। ଆଳୁ କିଲୋ ପ୍ରତି ୩୮ ଟଙ୍କା ମଧ୍ୟରେ ରଖିବାକୁ ତାଗିଦ। ଏହି ରେଟ ଠାରୁ ଅଧିକ ଦରରେ ଆଳୁ ବିକ୍ରି ହେଉଛି। ଅଧିକ ଦରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ତାଗିଦ କରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗାଣ ବିଭାଗ ଅଧିକାରୀ ଆରମ୍ଭ କଲେ ପ୍ରକ୍ରିୟା। କିନ୍ତୁ ସାଧାରଣ ଗ୍ରାହକଙ୍କ ଅଭିଯୋଗ ଚଢ଼ାଉ ସମୟରେ ଆଳୁ ରେଟ କମୁଛି , ଅଧିକାରୀ ମାନେ ଯିବା ପରେ ଆଳୁ ରେଟ ବଢୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ