Saturday, May 2, 2026
25.6 C
Odisha

    ବିଶ୍ବବିଦ୍ୟାଳୟ କୁଳପତି ଓ ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନରେ ଆଜି ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି । ବିଶ୍ବବିଦ୍ୟାଳୟ କୁଳପତି ଓ ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟିଲା । ୪ ବର୍ଷ ହେଲା ନିଯୁକ୍ତି ନେଇ ଅଚଳାବସ୍ଥା ଦେଖାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିବ । UGC ନିୟମ ସହିତ ସଂଶୋଧିତ ଆଇନ ଖାପ ଖୁଆଉଥିବା ଦର୍ଶାଇଲେ ସୁପ୍ରିମକୋର୍ଟ । ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ହଟିଲା । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ AG ପୀତାମ୍ବର ଆଚାର୍ଯ୍ୟ । ଆଜି ସୁପ୍ରିମକୋର୍ଟ ଶୁଣାଣି କରିବା ସହିତ ମୋହର ଲଗାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.6 ° C
    25.6 °
    25.6 °
    53 %
    1.5kmh
    25 %
    Sat
    39 °
    Sun
    41 °
    Mon
    41 °
    Tue
    36 °
    Wed
    38 °

    ସମ୍ବନ୍ଧିତ