Wednesday, March 11, 2026
25.1 C
Odisha

    ଭାରି ଉପକାରୀ ଅପରାଜିତା

    ଆଗକୁ ପଢନ୍ତୁ

    ସାଧାରଣତଃ ସମସ୍ତଙ୍କ ବାଡିରେ ବା ଅଗଣାରେ ଅପରାଜିତା ଫୁଲର ଗଛ ଦେଖିବାକୁ ମିଳିଥାଏ। ଏହି ଅପରାଜିତା ଫୁଲର ଲତା ଘରର ସୌନ୍ଦର୍ଯ୍ୟତାକୁ ଦ୍ୱିଗୁଣିତ କରିଥାଏ। କିନ୍ତୁ ଏହି ଅପରାଜିତାର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଅପରାଜିତାକୁ ଅନେକ ରୋଗ ପରାଜୟ କରିପାରନ୍ତିନି। ଏହା ସାପ ବିଷକୁ ବାହାର କରିବା ସହ ଅନେକ ରୋଗ ପାଇଁ ରାମବାଣ ପରି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅପରାଜିତାର ଉପକାରିତା ବିଷୟରେ ଏବଂ ଏହା କେଉଁ କେଉଁ ରୋଗକୁ ଭଲ କରିଥାଏ।

    ସାପର ବିଷକୁ ବାହାର କରିବା: ସାପ କାମୁଡିବା ମାତ୍ରେ ଆପଣ ୧୨ ଗ୍ରାମ ଅପରାଜିତା ପାଉଡରର ଗୁଣ୍ଡକୁ ଘିଅରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା ବିଷ ଶରୀରରେ ପ୍ରସାରିତ ହୋଇନଥାଏ। ଯଦି ସାପର ବିଷ ମାଂସପେଶୀରେ ବ୍ୟାପିଥାଏ, ସେହି ସମୟରେ ଆପଣ କୁଠ ପାଉଡର ଏବଂ ଅପରାଜିତା ଫୁଲର ଗୁଣ୍ଡକୁ ୧୨-୧୨ ଗ୍ରାମ ମିଶାଇ ପିଅନ୍ତୁ। ହାଡରେ ବିଷ ବ୍ୟାପିଯାଇଥିଲେ, ହଳଦୀ ଗୁଣ୍ଡ ଏବଂ ଅପରାଜିତାର ପାଉଡର ମିଶାଇ ପିଅନ୍ତୁ। ଏହା କରିବା ଦ୍ୱାରା ସାପର ବିଷ ଶରୀରରୁ ବାହାରିଯାଇଥାଏ। ଅଧିକ ବିଷାକ୍ତ ସାପ କାମୁଡିଥିଲେ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

    ବୟସ ଦାଗ: ମୁହଁରେ ହେଉଥିବା ବୟସ ଦାଗ ବା କଳାଦାଗରେ ଅପରାଜିତା ଗଛର ମୂଳକୁ ଘୋରି ଲହୁଣୀ ସହ ମିଶାଇ ମୁହଁରେ ଲଗାନ୍ତୁ। ଏହା କିଛିଦିନ କରିବାପରେ ଆପଣଙ୍କ ମୁହଁରୁ ଏହି ବୟସ ଦାଗ କମିଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    26 %
    2.3kmh
    0 %
    Wed
    26 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ