Wednesday, February 5, 2025
29 C
Odisha

    ମଦ୍ୟପ ପୁଅକୁ ଛୁରି ଭୁସି ହତ୍ୟା କଲା ବାପା

    ଆଗକୁ ପଢନ୍ତୁ

    ବାଲିଗୁଡ଼ା: ବାଲିଗୁଡ଼ା ଥାନା ଅନ୍ତର୍ଗତ ସିଂଗମିଲା ଗାଁରେ ଏକ ଅଭବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଛି । ହତ୍ୟାପରେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତ ବାପାଙ୍କ କହିବାନୁଯାୟୀ, ତାଙ୍କ ପୁଅ ମଦ ପିଇ ଘରେ ଉତ୍ପାତ କରୁଥିଲା । ଘରେ ଥିବା ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରୁଥିଲା । ଏହି ସମୟରେ ତାଙ୍କୁ ସମସ୍ତେ ଅଟକାଇବାକୁ ଚେଷ୍ଟା କରୁଥିଲେ ।ହେଲେ ସେ ଏହାକୁ ଅମାନ୍ୟ କରିବାରୁ ବାପା କ୍ରୋଧିତ ହୋଇ ଛୁରୀରେ ପୁଅକୁ ଭୁସି ହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    25 %
    2.2kmh
    64 %
    Wed
    27 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ