Monday, July 7, 2025
24.4 C
Odisha

    ରାତି ସାଢ଼େ ୮ଟା ପରେ ଗଞ୍ଜାମରେ ଦୋକାନ ବଜାର ବନ୍ଦ

    ଆଗକୁ ପଢନ୍ତୁ

    ନିର୍ବାଚନ ସରିଲା କିନ୍ତୁ ଥମୁନି ହିଂସା। ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ରୋକିବାକୁ ପଦକ୍ଷେପ । ଜୁନ୍ ୪ ଯାଏଁ ରାତି ସାଢ଼େ ୮ଟା ପରେ ଖୋଲିବନି ଦୋକାନ, ବଜାର । ରାତି ସାଢ଼େ ୮ ପରେ ହୋଟେଲ୍, ଢାବା ଓ ଚା’ ଦୋକାନ ମଧ୍ୟ ବନ୍ଦ ରହିବ । ଏ ନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    86 %
    2.2kmh
    100 %
    Sun
    24 °
    Mon
    27 °
    Tue
    24 °
    Wed
    27 °
    Thu
    25 °

    ସମ୍ବନ୍ଧିତ