Monday, April 13, 2026
36.6 C
Odisha

    ଲଘୁଚାପ ବର୍ଷା ନେଇ ବଢୁଛି ଭୟ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା SRC

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :   ପାଖେଇଲା ଲଘୁଚାପ ଆଶଙ୍କା।  ଲଘୁଚାପ ଜନିତ ବର୍ଷା ନେଇ ସତର୍କ କଲା SRC। ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ।  ଲଘୁଚାପ ହେଲେ ଲଗାଣ ବର୍ଷା ଲାଗି ରହିବ। ତେଣୁ ବର୍ଷାରେ ତଳିଆ ଅଞ୍ଚଳ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି SRC। ବର୍ଷା ପ୍ରଭାବିତ ଜିଲ୍ଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ।ବନ୍ୟା ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ। ବଜ୍ରପାତ ବେଳେ ସୁରକ୍ଷିକ ସ୍ଥାନରେ ରହିବାକୁ ପରାମର୍ଶ। ଏହାସହ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

    ମୌସୁମୀ ବର୍ଷାରେ ବେଙ୍ଗାଲୁରୁ ଓ ମୁମ୍ବାଇ ଭଳି ମହାନଗରୀ ଜଳମଗ୍ନ ହୋଇଥିବା ବେଳେ କେରଳରେ ରିଲିଫ୍ ଶିବିର ଖୋଲାଯାଇଛି ଏବଂ କର୍ଣ୍ଣାଟକରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF) ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ