Wednesday, April 15, 2026
27.7 C
Odisha

    ଲାଞ୍ଚ ନେଇ ଧରାପଡ଼ିଲେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ (JE) ସ୍ମୃତି ରଞ୍ଜନ ନାୟକ। ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ବିଭାଗ। ଜଳେଶ୍ବରପଡ଼ାର ସ୍ମଶାନ ଉନ୍ନତୀକରଣ କାମର ଫାଇନାଲ ବିଲ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ। ଠିକାଦାରଙ୍କଠୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସ୍ମୃତି ରଞ୍ଜନଙ୍କୁ ମାଡ଼ିବସିଛି ଭିଜିଲାନ୍ସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    46 %
    1.1kmh
    0 %
    Wed
    42 °
    Thu
    43 °
    Fri
    44 °
    Sat
    44 °
    Sun
    45 °

    ସମ୍ବନ୍ଧିତ