Thursday, April 24, 2025
28.2 C
Odisha

    ଶୀଘ୍ର ବ୍ୟାଙ୍କ ଯାଇ ଏହାକୁ କରନ୍ତୁ ଆକ୍ଟିଭ୍, ନ ହଲେ ମାର୍ଚ୍ଚ ୮ରେ ଆସିବନି ୧୦ ହଜାର ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା ଟଙ୍କା ପାଇ ନଥିବା ହିତାଧିକାରୀଙ୍କୁ ପୁଣିଥରେ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ୍ କରିବାକୁ ପ୍ରଭାତୀ ପରିଡ଼ା ଦେଲେ ପରାମର୍ଶ । ଡିବିଟି ଆକ୍ଟିଭ ହୋଇ ନ ଥିଲେ ଶୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯିବନାହିଁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ, ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡ଼ି ହେବ । ମାର୍ଚ୍ଚ ୮ ପୂର୍ବରୁ କୋଟିଏ ଛୁଇଁବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା, ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ଲୋକ ସୁଭଦ୍ରା ଟଙ୍କା ପାଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.2 ° C
    28.2 °
    28.2 °
    31 %
    1.1kmh
    4 %
    Thu
    44 °
    Fri
    44 °
    Sat
    45 °
    Sun
    41 °
    Mon
    41 °

    ସମ୍ବନ୍ଧିତ