Saturday, May 2, 2026
38.1 C
Odisha

    ସୁଭଦ୍ରା ଯୋଜନା: ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ମହିଳା କଂଗ୍ରେସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :    ଆଜି ଖୁଣ୍ଟିଆ ଭବନରେ ଜାତୀୟ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରେ ବର୍ଷିଛନ୍ତି ମହିଳା କଂଗ୍ରେସ ମୁଖପାତ୍ର ସୁଲୋଚନା ସାହୁ । ସାମ୍ବାଦିକ ସମ୍ମିଳନୀରେ ମନିଷା ଦାସ ପଟ୍ଟନାୟକ, ଓବିଶି ମୋର୍ଚ୍ଚାର ଅନାଦି ସାହୁ ନୂଆପଡ଼ା ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସୁଲୋଚନା ସାହୁ ଓଡ଼ିଶାରେ ମହିଳାଙ୍କୁ ଦିନକୁ ମାତ୍ର ୨୭ଟଙ୍କା ଦେଇ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ବାହାବା ନେଇଛନ୍ତି।

    ଅନ୍ୟ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ମାସକୁ ମହିଳାଙ୍କୁ ୨୫୦୦ତାଙ୍କ ଦିଆଯାଇଛି। ସେହିପରି ସରକାର ବିଭିନ୍ନ ଆଳରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନା କାଟିବାକୁ ବସିଛନ୍ତି। ସରକାରଙ୍କ ପାଖରେ ଯୋଜନା ଚଳାଇବା ପାଇଁ ଟଙ୍କା ନାହିଁ ବୋଲି କହିଥିଲେ। ସେହିପରି ମନିଷା ଦାସ ପଟ୍ଟନାୟକ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ନା ବିଜେପିର ବୋଲି ପ୍ରଶ୍ନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.1 ° C
    38.1 °
    38.1 °
    18 %
    7.1kmh
    73 %
    Sat
    40 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ