Saturday, April 19, 2025
27.6 C
Odisha

    ହଟ୍‌ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ

    ଆଗକୁ ପଢନ୍ତୁ

    କୋରାପୁଟ ଜିଲ୍ଲାର ଦୁଇଟି ସ୍ଥାନରେ ହଟ୍‌ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ ହୋଇଥିବା ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଇଂ ଶୁଭକାନ୍ତ ବାରିକ କହିଛନ୍ତି। ବୁଧବାର ଡେଙ୍ଗା ଜାନୀଗୁଡା ଏବଂ ଆଜି କୋରାପୁଟସ୍ଥିତ ଓଏସ୍‌ଏପି ପଡ଼ିଆ ଠାରୁ ହଟ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳତା ମିଳିଥିବା ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.6 ° C
    27.6 °
    27.6 °
    56 %
    2.2kmh
    11 %
    Fri
    28 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ