Thursday, April 24, 2025
35.9 C
Odisha

    ୩୦ରୁ ପୋର୍ଟ‌ବ୍ଲେୟାର ଓ ଗାଜିଆବାଦକୁ ବିମାନ ଉଡ଼ାଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମାର୍ଚ୍ଚ ୩୦ରୁ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉତ୍ତରପ୍ରଦେଶର ଗାଜିଆବାଦ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପୋର୍ଟ‌ବ୍ଲେୟାରକୁ ଏୟାର ଇଣ୍ଡିଆ ବିମାନ ଦୈନିକ ଉଡ଼ାଣ କରିବ। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଭୁବନେଶ୍ବର-ଗାଜିଆବାଦ-ଭୁବନେଶ୍ବର ଓ ଭୁବନେଶ୍ବର-ପୋର୍ଟ‌ବ୍ଲେୟାର-ଭୁବନେଶ୍ବର ଏୟାର ଇଣ୍ଡିଆ ବିମାନ ଦୈନିକ ଉଡ଼ାଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.9 ° C
    35.9 °
    35.9 °
    18 %
    1.1kmh
    49 %
    Thu
    37 °
    Fri
    43 °
    Sat
    42 °
    Sun
    40 °
    Mon
    42 °

    ସମ୍ବନ୍ଧିତ