Thursday, September 17, 2026
24.8 C
Odisha

    ୱାର୍ଡରେ ନର୍ସଙ୍କ ଦେଖା ମିଳିଲାନି, ମା’ କୋଳରେ ଆଖି ବୁଜିଦେଲା ଶିଶୁ

    ଆଗକୁ ପଢନ୍ତୁ

    ବାରିପଦା: ରାତି ଅଧରେ ମେଡିକାଲରେ ବି ମିଳିଲାନି ଚିକିତ୍ସା ସୁବିଧା। ଡାକ୍ତର ଦେଖି ୱାର୍ଡକୁ ପଠାଇ ଦେଇଥିବା ବେଳେ ସେଠାରେ କିନ୍ତୁ ନର୍ସଙ୍କ ଦେଖା ନ ଥିଲା। ବାପାମା’ କଅଁଳ ଶିଶୁକୁ ଧରି ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଧାଇଁଥିଲେ ବି ନର୍ସଙ୍କୁ ପାଇ ନ ଥିଲେ। ଏହା ମଧ୍ୟରେ ଚିକିତ୍ସା ନ ପାଇ ମା’ କୋଳରେ ଆଖି ବୁଜିଦେଲା ୫ ମାସର ଶିଶୁକନ୍ୟା। ସେମାନଙ୍କ ଘର କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମରେ ବୋଲି ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ପରିସରରେ ଘଟିଛି। ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    85 %
    1kmh
    5 %
    Thu
    32 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ