Sunday, September 20, 2026
28.5 C
Odisha

    ଅଶ୍ବିନଙ୍କ ଅବସର ଘୋଷଣା ପରେ ମୋଦୀଙ୍କ ଭାବୁକ ପୋଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ଭାରତୀୟ କ୍ରିକେଟ ବୋର୍ଡ ‘ବିସିସିଆଇ’ ପକ୍ଷରୁ ଏକ ପୋଷ୍ଟ ସେୟାର କରାଯାଇଛି । ଯେଉଁଥିରେ ଲେଖା ହୋଇଛି ‘ଧନ୍ୟବାଦ ଅଶ୍ବିନ। ଭାରତୀୟ କ୍ରିକେଟ ଟିମର ଅଫ-ସ୍ପିନର ତଥା ଅଲରାଉଣ୍ଡର ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏକ କିମ୍ବଦନ୍ତୀ କ୍ୟାରିୟର ପାଇଁ ଅଭିନନ୍ଦନ।’ମୋଦୀ ଅଶ୍ବିନଙ୍କ ଅବସର ଘୋଷଣା ପରେ ପୋଷ୍ଟରେ ଲେଖିଛନ୍ତି, ‘ଭାରତୀୟ କ୍ରିକେଟ ଟିମ ପାଇଁ ଅଶ୍ବିନୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଏଥି ସହିତ ସେ ଯୁବଖେଳାଳିମାନଙ୍କୁ କ୍ରିକେଟ ଖେଳ ପ୍ରତି ପ୍ରେରିତ ବି କରୁଥିଲେ। ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚିକିତ କରିଛି।‘

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ