Friday, February 20, 2026
29.3 C
Odisha

    ଆଜିଠୁ ଖରିଫ ଧାନ କିଣା, ୬୦ ହଜାର ୬୧୪ ଜଣ ଚାଷୀଙ୍କ ପଞ୍ଜୀକରଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜିଠୁ ଖରିଫ ଧାନ କିଣା ।  ବରଗଡ଼ ଓ ସମ୍ବଲପୁରରେ ଆରମ୍ଭ ହେବ ଧାନକିଣା ।  ଟୋକେନ୍ ଦ୍ବନ୍ଦ୍ବ ତୁଟିବା ପରେ ଆଜି ଠୁ ଧାନକିଣା ଆରମ୍ଭ ହେବ ।  ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଧାନ କିଣା ଆରମ୍ଭ ହେବ ।  ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି ଖୋଲିଥିବା ବେଳେ, ୬୦ ହଜାର ୬୧୪ ଜଣ ଚାଷୀ ପଂଜିକରଣ କରିଛନ୍ତି ।

    ଧାନ ସଂଗ୍ରହ ପାଇଁ ୪୫ଟି ପେକ୍ସ, ୧୧ ଏସଏଚଜି ଓ ୪୬ଟି ମିଲର ନିୟୋଜିତ ହୋଇଛନ୍ତି ।  ସେହିପରି ବରଗଡ଼ ଜିଲ୍ଲାରେ ମୋଟ ୨୩୦ ମଣ୍ଡି ଖୋଲିଥିବା ବେଳେ ୧ ଲକ୍ଷ ୬୪ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ।  ଆଜି ସୁଦ୍ଧା ମୋଟ ୭୩ ହଜାର ଚାଷୀଙ୍କ ପାଖକୁ ଟୋକନ ଆସିଛି ।  ଅନ୍ୟପଟେ ଏଥର ମଧ୍ୟ ମଣ୍ଡି ମାନଙ୍କରେ ଧାନ ସଂରକ୍ଷଣର ବ୍ୟବସ୍ଥା ନଥିବା ବେଳେ, ଖୋଲା ଆକାଶ ତଳେ ଧାନି କିଣାବିକାକୁ ନେଇ ଚାଷୀଙ୍କ ମଧ୍ୟରେ ରହିଛି ଅସନ୍ତୋଷ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.3 ° C
    29.3 °
    29.3 °
    22 %
    1.5kmh
    1 %
    Fri
    35 °
    Sat
    35 °
    Sun
    35 °
    Mon
    36 °
    Tue
    35 °

    ସମ୍ବନ୍ଧିତ