Friday, April 3, 2026
39 C
Odisha

    ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ : ଅବିନାଶଙ୍କୁ ସ୍ବର୍ଣ୍ଣ

    ଆଗକୁ ପଢନ୍ତୁ

    କଟକ : ଜାମସେଦପୁରରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ କିଟ୍‌ ଛାତ୍ର ଅବିନାଶ ମହାନ୍ତି ପୁରୁଷ ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅବିନାଶ-ଆୟୁଷ ପଟ୍ଟନାୟକ ଚମ୍ପିଆନ ହୋଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅବିନାଶ କିଟ୍‌ ବିଶ୍ବବିଦ୍ୟାଳୟ ଏମ୍‌ବିଏ ରୁରାଲ ମ୍ୟାନେଜମେଣ୍ଟ ଛାତ୍ର। ସ୍ବର୍ଣ୍ଣ ଜିତିଥିବା ଅବିନାଶଙ୍କୁ କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇ ତାଙ୍କ ସଫଳତା ବିଶ୍ବବିଦ୍ୟାଳୟର ଅନ୍ୟ କ୍ରୀଡ଼ାବିତ୍‌ଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି। ଶିକ୍ଷା ସହ କ୍ରୀଡ଼ା ଲାଗି ଆବଶ୍ୟକ ପ୍ରୋତ୍ସାହନ ପାଇଁ ଡ. ସାମନ୍ତଙ୍କୁ ଅବିନାଶ କୃତଜ୍ଞତା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ