Sunday, February 1, 2026
24.7 C
Odisha

    ଆଶ୍ରମରେ ନାବାଳିକାକୁ ବାବାଙ୍କ ବ୍ୟାଡ ଟଚ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଶ୍ରମରେ ବାବାଙ୍କ ବ୍ୟାଡ଼ ଟଚ୍ ଅଭିଯୋଗ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିମା ବାବା ଅମର ଦାସ ଗିରଫ । ନନ୍ଦନକାନନ ଥାନା କେନ୍ଦୁପାଟଣା ଦାଢ଼ରେ ଘଟଣା ଘଟିଛି । ପୂଜା ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ବାବା ଅସଦାଚରଣ କରିବା ଅଭିଯୋଗ ହୋଇଛି । ପୋକ୍ସୋ ମାମଲା ରୁଜୁ କରି ବାବାଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ।

    ସୂଚନା ଅନୁଯାୟୀ, ବାବା ଜଣକ ପୂଜା ପାଠ ଜରିଆରେ ଲୋକଙ୍କ ଅସୁବିଧା ଦୂର କରୁଥିବା ଦାବି କରୁଥିଲେ । ଫଳରେ ଜଣେ ନାବାଳିକା କୌଣସି କାରଣ ପାଇଁ ଆଶ୍ରମକୁ ପୂଜା କରିବା ପାଇଁ ଯାଇଥିଲେ । ପୁଜା ଆଳରେ ବାବା କାରନାମା ଦେଖାଇଥିଲେ । ନାବାଳିକାଙ୍କୁ ବ୍ୟାଡ଼ ଟଚ କରିଥିଲେ । ଏ ନେଇ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ । ନାବାଳିକା ଅସଦାଚରଣ ମାମଲାରେ ମହିମା ବାବକୁ ଗିରଫ କରିଛି ପୋଲିସ । ପୋଲିସ ତଦନ୍ତ ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    31 %
    1.9kmh
    93 %
    Sun
    23 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ