Wednesday, June 24, 2026
26.8 C
Odisha

    ନୂଆପଡ଼ା ଉପନିର୍ବାଚନ ପରେ ଘୋଷଣା ହେବ ବୋର୍ଡ-ନିଗମ ପଦବୀ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପରେ ଘୋଷଣା ହେବ ବୋର୍ଡ ନିଗମ ପଦପଦବୀ । ସୂଚନା ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।  କହିଲେ, ନୂଆପଡ଼ା ଉପନିର୍ବାଚ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ହେବ ଘୋଷଣା ।  କାହାକୁ କେଉଁ ପଦବୀ ଦିଆଯିବ ବିଚାର ବିମର୍ଶ ପରେ ନିଷ୍ପତ୍ତି ସରିଛି । ନୂଆପଡ଼ା ଉପନିର୍ବାଚ ପାଇଁ ଏହା ଘୋଷଣା ହୋଇ ପାରି ନାହିଁ ।  କେବଳ ବିଜେପି ରାଜ୍ୟ ପଦାଧିକାରୀ ଟିମ ଘୋଷଣା ହୋଇଛି ।  ନିର୍ବାଚନ ପରେ ହିଁ ବୋର୍ଡ ନିଗମ କମିଶନ ପାଇଁ ଯେଉଁ ପଦ ପଦବୀ ଖାଲି ପଡ଼ିଛି ତାହା ଘୋଷଣା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.8 ° C
    26.8 °
    26.8 °
    78 %
    3.4kmh
    100 %
    Wed
    26 °
    Thu
    39 °
    Fri
    38 °
    Sat
    37 °
    Sun
    33 °

    ସମ୍ବନ୍ଧିତ