Thursday, June 4, 2026
40.5 C
Odisha

    ଆଶ୍ରମରେ ନାବାଳିକାକୁ ବାବାଙ୍କ ବ୍ୟାଡ ଟଚ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଶ୍ରମରେ ବାବାଙ୍କ ବ୍ୟାଡ଼ ଟଚ୍ ଅଭିଯୋଗ । ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ମହିମା ବାବା ଅମର ଦାସ ଗିରଫ । ନନ୍ଦନକାନନ ଥାନା କେନ୍ଦୁପାଟଣା ଦାଢ଼ରେ ଘଟଣା ଘଟିଛି । ପୂଜା ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ବାବା ଅସଦାଚରଣ କରିବା ଅଭିଯୋଗ ହୋଇଛି । ପୋକ୍ସୋ ମାମଲା ରୁଜୁ କରି ବାବାଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ।

    ସୂଚନା ଅନୁଯାୟୀ, ବାବା ଜଣକ ପୂଜା ପାଠ ଜରିଆରେ ଲୋକଙ୍କ ଅସୁବିଧା ଦୂର କରୁଥିବା ଦାବି କରୁଥିଲେ । ଫଳରେ ଜଣେ ନାବାଳିକା କୌଣସି କାରଣ ପାଇଁ ଆଶ୍ରମକୁ ପୂଜା କରିବା ପାଇଁ ଯାଇଥିଲେ । ପୁଜା ଆଳରେ ବାବା କାରନାମା ଦେଖାଇଥିଲେ । ନାବାଳିକାଙ୍କୁ ବ୍ୟାଡ଼ ଟଚ କରିଥିଲେ । ଏ ନେଇ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ । ନାବାଳିକା ଅସଦାଚରଣ ମାମଲାରେ ମହିମା ବାବକୁ ଗିରଫ କରିଛି ପୋଲିସ । ପୋଲିସ ତଦନ୍ତ ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.5 ° C
    40.5 °
    40.5 °
    23 %
    2kmh
    68 %
    Thu
    39 °
    Fri
    41 °
    Sat
    41 °
    Sun
    42 °
    Mon
    43 °

    ସମ୍ବନ୍ଧିତ