Tuesday, December 2, 2025
15.2 C
Odisha

    ଆସନ୍ତା ୬ରୁ ଚିଲିକା ବିହଙ୍ଗ ଉତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଚିଲିକା ବିହଙ୍ଗ ଉତ୍ସବ। ଆସନ୍ତା ଜାନୁଆରୀ ୬ରୁ ୧୨ ତାରିଖ ଯାଏଁ ବିହଙ୍ଗ ଉତ୍ସବ ଚାଲିବ।ପକ୍ଷୀ ନିରୀକ୍ଷଣ ଓ ଭ୍ରମଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।ଏଥର ନୂଆ ଟେକ୍ନୋଲୋଜି ମାଧ୍ୟମରେ ହେବ ପକ୍ଷୀ ଗଣନା। ବିଭିନ୍ନ ପ୍ରକାର ସେନସରର ସହାୟତାରେ ଏକାସଙ୍ଗେ ପକ୍ଷୀ ଓ କଇଁଛ ଗଣନା ହେବ।ବିଦେଶୀ ପକ୍ଷୀଙ୍କୁ ହାରନେସ୍ କଲାର (ପଟି) ମାଧ୍ୟମରେ ଚିହ୍ନଟ କରାଯିବ। ଇରାନ୍ ଓ ସିରିଆ ପକ୍ଷୀଙ୍କୁ ସାଟେଲାଇଟ୍ ରିଂ ଲଗାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.2 ° C
    15.2 °
    15.2 °
    58 %
    0.9kmh
    68 %
    Tue
    26 °
    Wed
    27 °
    Thu
    27 °
    Fri
    27 °
    Sat
    25 °

    ସମ୍ବନ୍ଧିତ