Monday, October 12, 2026
21.2 C
Odisha

    ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଗୋରୁମହିଷାଣି ଥାନା ଅଞ୍ଚଳରୁ ତିନିଦିନ ପୂର୍ବରୁ ନିଖୋଜ ଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଆଜି ପୁଲିସ ଏକ ଗଛରୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରୀ ନାଏକ (୩୫)। ଖବର ପାଇ ଗୋରୁମହିଷାଣି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲାI ତଦନ୍ତ ପରେ ମହିଳାଙ୍କ ପରିଚୟ ବଡ଼ବିଲ ଗାଁର ନୁଙ୍ଗୁ ନାଏକଙ୍କ ସ୍ତ୍ରୀ ଗୁରୁବାରୀ ନାଏକ ବୋଲି ଜଣାପଡ଼ିଥିଲା। ପୁଲିସ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ ଗୋରୁମହିଷାଣି ଥାନା ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ