Monday, October 12, 2026
22.3 C
Odisha

    ଆସନ୍ତା ୬ରୁ ଚିଲିକା ବିହଙ୍ଗ ଉତ୍ସବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଚିଲିକା ବିହଙ୍ଗ ଉତ୍ସବ। ଆସନ୍ତା ଜାନୁଆରୀ ୬ରୁ ୧୨ ତାରିଖ ଯାଏଁ ବିହଙ୍ଗ ଉତ୍ସବ ଚାଲିବ।ପକ୍ଷୀ ନିରୀକ୍ଷଣ ଓ ଭ୍ରମଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।ଏଥର ନୂଆ ଟେକ୍ନୋଲୋଜି ମାଧ୍ୟମରେ ହେବ ପକ୍ଷୀ ଗଣନା। ବିଭିନ୍ନ ପ୍ରକାର ସେନସରର ସହାୟତାରେ ଏକାସଙ୍ଗେ ପକ୍ଷୀ ଓ କଇଁଛ ଗଣନା ହେବ।ବିଦେଶୀ ପକ୍ଷୀଙ୍କୁ ହାରନେସ୍ କଲାର (ପଟି) ମାଧ୍ୟମରେ ଚିହ୍ନଟ କରାଯିବ। ଇରାନ୍ ଓ ସିରିଆ ପକ୍ଷୀଙ୍କୁ ସାଟେଲାଇଟ୍ ରିଂ ଲଗାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ