Monday, September 29, 2025
23.3 C
Odisha

    ଇସ୍କନର ଅଦିନିଆ ରଥଯାତ୍ରା ଓ ଦିଘା ଜଗନ୍ନାଥ ଧାମକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

    ଆଗକୁ ପଢନ୍ତୁ

    ପୁରୀ : ଇସ୍କନର ଅଦିନିଆ ରଥଯାତ୍ରା ଓ ଦିଘା ଜଗନ୍ନାଥ ଧାମ ଘଟଣାକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ବିଧିବିଧାନକୁ ଉଲ୍ଲଂଘନ କରି ନିଜର ଖ୍ୟାତି ପାଇଁ ଇସ୍କନ ଏଭଳି କାର୍ଯ୍ୟ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିଵା ଆବଶ୍ୟକତା ରହିଛି । ସେପଟେ ଦିଘା ଜଗନ୍ନାଥ ଧାମ ପ୍ରସଙ୍ଗ ନେଇ ଜଗତ୍ଗୁରୁ କହିଛନ୍ତି ପଶ୍ଚିମବଙ୍ଗର ଅଧିକାଂଶ ଭକ୍ତ ପୁରୀ ଆସିଥାନ୍ତି l ସେମାନେ ବି ଜାଣିଛନ୍ତି ଜଗନ୍ନାଥ ଧାମ କେବଳ ପୁରୀକୁ ହିଁ ବୁଝାଏ l ଯଦି ଦିଘାକୁ ଜଗନ୍ନାଥ ଧାମ କୁହାଯାଏ ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ବଙ୍ଗୀୟବାସୀମାନଙ୍କ ମମତା ରହିବନି ବୋଲି କହିଛନ୍ତି ଜଗତଗୁରୁ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    95 %
    0.5kmh
    100 %
    Mon
    30 °
    Tue
    30 °
    Wed
    30 °
    Thu
    28 °
    Fri
    28 °

    ସମ୍ବନ୍ଧିତ