Thursday, January 23, 2025
18.2 C
Odisha

    ଔଷଧ ପରି କାମ ଦିଏ କାଙ୍କଡ଼

    ଆଗକୁ ପଢନ୍ତୁ

    ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ପୋଷାକ ତତ୍ତ୍ୱ ଭରି ରହିଥାଏ । ଅଧିକାଂଶ ପରିବା ଆମ ଶରୀରରେ ଔଷଧ ଭଳି କାର୍ଯ୍ୟ କରିଥାଏ । ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ କରିବା ପାଇଁ କିଛି ପରିବା ବେଶ୍ ଫାଇଦା ଦେଇଥାଏ । ସେହିଭଳି ଏକ ପରିବା ହେଉଛି କାଙ୍କଡ଼ । ଯଦି କାଙ୍କଡ ପରିବା ବିଷୟରେ କହିବୁ ତେବେ ଏଥିରେ ପ୍ରଚୁର ମାତ୍ରାରେ ପୋଷାକ ତତ୍ୱ ମିଳିଥାଏ । ଯଦି ଆପଣ ଏହାର ସେବନ କରିବେ ତେବେ ବହୁତ ରୋଗ ଅଛି ଯାହାକୁ ଆପଣ ଅତି ସହଜରେ ଦୂର କରି ପାରିବେ । କାଙ୍କଡ ପରିବା ଫ୍ଲୁ ଭଳି ଭୟଙ୍କର ରୋଗରୁ ବି ଆମକୁ ରକ୍ଷା କରିଥାଏ ।  ବିଶେଷଜ୍ଞଙ୍କ ଅନୁସାରେ କାଙ୍କଡ ସେବନ କରିବା ଦ୍ୱାରା ଏହା ଶରୀରରେ ପୋଷଣର ମାତ୍ରାକୁ ବୁଦ୍ଧି କରିଥାଏ । କାଙ୍କଡ ଆପଣଙ୍କୁ ବହୁତ ସହଜରେ ବଜାରରେ ମିଳିଯିବ । ଏହା କେବଳ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଏହା ଛଡା ଏଥିରେ କ୍ୟାଲୋରୀର ମାତ୍ରା ବି ବହୁତ କମ ଥାଏ ।

    ଏହା ଛଡା ଏହାକୁ ଲୋକମାନେ ଅନ୍ୟ କେତେକ ନାଁରେ ବି ଜାଣିଛନ୍ତି । କାଙ୍କଡ ଆପଣଙ୍କୁ ପ୍ରାୟତଃ ଦେଶର ସବୁ ସ୍ଥାନରେ ମିଳିଯିବ । କାଙ୍କଡର ବିଭିନ୍ନ ପ୍ରକାରର ତରକାରୀ ବି କରାଯାଏ । ଏହା ମାଛ ଓ ମାଂସ ସହ ବି କାଙ୍କଡ ସେବନ କରାଯାଏ । କାଙ୍କଡରୁ ଯେଉଁ ଦ୍ଭଙ୍କଗ୍ଧକ୍ସସଗ୍ଧସକ୍ଟଦ୍ଭ ମିଳିଥାଏ ତାହା ଆମର ଶରୀର ପାଇଁ ବହୁତ ହିଁ ଉପଯୋଗୀ ହୋଇଥାଏ । କାଙ୍କଡ ଆମ ଶରୀରକୁ ସମସ୍ତ ପ୍ରକାରର ରୋଗରୁ ବି ବଞ୍ଚାଇ ଥାଏ । କାଙ୍କଡରେ ପ୍ରତି ୧୦୦ ଗ୍ରାମରେ ୧୭ ଗ୍ରାମ କ୍ୟାଲୋରି ଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.2 ° C
    18.2 °
    18.2 °
    50 %
    2.2kmh
    2 %
    Wed
    18 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ