Friday, March 13, 2026
28 C
Odisha

    କଟକରେ ପ୍ରବଳ ବର୍ଷା, ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ

    ଆଗକୁ ପଢନ୍ତୁ

    କଟକ : କଟକରେ ପ୍ରବଳ ବର୍ଷା। ବର୍ଷା ସହ ଘଡଘଡି । ଅତି ପ୍ରବଳ ବର୍ଷାରେ କଟକର ଅନେକ ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି । ଅତ୍ୟଧିକ ବର୍ଷା ଯୋଗୁଁ ଡ୍ରେନରେ ବର୍ଷା ପାଣି ନିଷ୍କାସନ ହୋଇ ପାରୁ ନଥିବାରୁ କଟକର ବିଭିନ୍ନ ସ୍ଥାନର ରାସ୍ତା ଉପରେ ବର୍ଷା ପାଣି ଓ ଡ୍ରେନ ପାଣି ଏକାଠି।

    ରାସ୍ତାରୁ ପାଣି ନିଷ୍କାସନ ହୋଇ ପାରିନଥିବାରୁ ଯାତାୟାତ ବାଧାପ୍ରାପ୍ତ । କଟକ ବାଦାମବାଡ଼ି , ରକ୍ସି ଲେନ , ରାଉସାପାଟଣା , ପିଠାପୁର, ନୂଆପଡା , ବକ୍ସିବଜାର ଭଳି ଅନେକ ସ୍ଥାନରେ ବର୍ଷା ପାଣି ରାସ୍ତାରେ ଠିଆ ହୋଇ ଥିବାରୁ ସାଧାରଣ ଲୋକ ଯାତାୟାତ କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବର୍ଷା ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ପମ୍ପ ସେଟ ର ବ୍ୟବସ୍ତା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ