Saturday, April 4, 2026
29 C
Odisha

    କାହିଁକି ଥଣ୍ଡା ପାଣିରେ ଗାଧୋଇବା ଜରୁରୀ ? ଏହାକୁ ନେଇ କଣ କହୁଛି ରିସର୍ଚ୍ଚ

    ଆଗକୁ ପଢନ୍ତୁ

    ଶୀତଋତୁ ଆସିବା ମାତ୍ରକେ ଲୋକେ ଥଣ୍ଡା ପାଣି ପ୍ରତି ଭୟ ଦେଖାଇଥାଆନ୍ତି ଏବଂ ଗରମ ପାଣି ସହିତ ବନ୍ଧୁତା କରିନିଅନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗରାମପାଣିରେ ଗାଧୋଇବା ଆପଣଙ୍କ ପାଇଁ କେତେ କ୍ଷତିକାରକ। ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନରୁ ଜଣା ପଡିଛି ଯେ ଶୀତଋତୁରେ ଥଣ୍ଡା ପାଣିରେ ଗାଧୋଇବା କେତେ ହିତକର। ଯେଉଁଠି ଲୋକେ ଗରମ ଦିନରେ ଦିନକୁ ୩ରୁ ୪ ଥର ଗାଧୋଇ ଥାଆନ୍ତି ସେଠାରେ ଶୀତଋତୁରେ ଦିନକୁ ଥରେ ମଧ୍ୟ ଗାଧୋଇବାକୁ ଚିନ୍ତା କରିଥାଆନ୍ତି କିନ୍ତୁ ଗବେଷଣା କହୁଛି ଶୀତଋତୁରେ ଗରମପାଣିରେ ଗାଧୋଇବା ଉଚିତ ନୁହେଁ।

    କାହିଁକି ଥଣ୍ଡା ପାଣିରେ ଗାଧୋଇବା ଉଚିତ ନୁହେଁ –
    ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶୀତଋତୁ ରେ ଥଣ୍ଡା ପାଣିରେ ଗାଧୋଇବା ଗୋଟିଏ ସାମାନ୍ୟ କଥା। ଏହାଦ୍ୱାରା ମାଂସପେଶୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ବ୍ଲଡ଼ ଶେର୍କୁଲେସନ ବୃଦ୍ଧି ହୋଇଥାଏ ଓ ରୋଗ ପ୍ରତି ରାଧାଙ୍କ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ।

    ଯଦି ଆପଣ ଶୀତଋତୁରେ ନିୟମିତ ଥଣ୍ଡା ପାଣିରେ ଗାଧୋଇବେ ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଇମ୍ୟୁନିଟି ବୃଦ୍ଧି ହୋଇଥାଏ ଯଦି ଆପଣ ଥଣ୍ଡା ପାଣିରେ ଗାଧୋଇବେ ଆପଣଙ୍କ ଶରୀରରେ ଶ୍ୱେତ ରକ୍ତ କୋଷିକା ବୃଦ୍ଧି ହୋଇଥାଏ ଓ ମେଟାବୋଲିଯିମ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ।

    ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ମୁଡ଼ ଠିକ ରହିଥାଏ। ଥଣ୍ଡା ପାଣି ଗାଧୋଇଲେ ରକ୍ତ ପ୍ରବାହ ଠିକ ଭାବେ ହୋଇଥାଏ ଓ ଧମନୀ ଗୁଡିକ ସୁସ୍ଥ ରହିଥାଏ।

    ଶୀତ ଋତୁରେ ଗରମ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚା ସୁସ୍କ ହୋଇ ଯାଇଥାଏ ଏବଂ ତ୍ୱଚା ସମନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ। ଆମ ଶରୀରରୁ ମଈଶ୍ଚର ନଷ୍ଟ ହୋଇ ଯାଇଥାଏ। ତେଣୁ ଶୀତ ଋତୁରେ ଥଣ୍ଡା ପାଣିରେ ଗାଧୋଇବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ