Friday, April 3, 2026
39.1 C
Odisha

    କୁ-ଚକ୍ରୀ ବ୍ୟକ୍ତି ସହିତ କାହିଁକି ଭଲ ହୋଇଥାଏ ? ପ୍ରେମାନନ୍ଦ ଗୁରୁଜୀ କହିଲେ ଏହାର ରହସ୍ୟ

    ଆଗକୁ ପଢନ୍ତୁ

    ବର୍ତମାନ ସମୟରେ ପ୍ରେମାନନ୍ଦ ଜୀ ମହାରାଜଙ୍କର ଗୋଟିଏ ଭଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଖରାପ ଆଚରଣ କରୁଥିବା ବ୍ୟକ୍ତିଙ୍କ ସହିତ କାହିଁକି ଭଲ ହୋଇଥାଏ ବୋଲି ପ୍ରଶ୍ନ କରିଛନ୍ତି।

    ପ୍ରେମାନନ୍ଦ ଗୁରୁଜୀ କହିଛନ୍ତି ଯେ ପାପୀ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ ଖୁବ ସହଜରେ ହୋଇଯାଇ ଥାଏ ଏବଂ ସେ ଖୁବ ସହଜରେ ସଫଳତା ପାଇଯାଇଥାଏ। ପାପୀ ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଏଥିପାଇଁ ସଫଳ ହୋଇଥାଏ କାହିଁକି ନା ପ୍ରତ୍ୟେକ ଦିନ ତାର ସର୍ବନାଶ ହୋଇଥାଏ, ସେହି ପାପୀ ବ୍ୟକ୍ତି ଅଳ୍ପ ବହୁତେ ଯାହାବି ପୁଣ୍ୟ କରିଥାଏ ତାର ଫଳ ହିଁ ତାକୁ ସଫଳତା ଦେଇଥାଏ, କିନ୍ତୁ ସତର ସଫଳତାର ରାସ୍ତାରେ ସେ ବିନା କିଛି ଭାବିଚିନ୍ତି ପାପ କରି ଚାଲିଥାଏ।

    ପ୍ରେମାନନ୍ଦ ଜୀ ମହାରାଜ କହିଛନ୍ତି ଯେ ପାପ କାର୍ଯ୍ୟରେ ଘଡା ଦିନେ ନା ଦିନେ ଭରିଯାଏ ଏବଂ ପାପୀ ବ୍ୟକ୍ତି ସେହି ପାପର ଅଗ୍ନିରେ ଜଳିଯାଏ, କିନ୍ତୁ ପୁଣ୍ୟର ଘଡା ଧୀରେ ଧୀରେ ଭରିଥାଏ ଏବଂ ସେ ସଫଳତା ଧୀରେ ଧୀରେ ଲାଭ କରିଥାଏ ଏବଂ ତାହା ହିଁ ତାକୁ ସବୁଠୁ ଅଧିକ ସୁଖ ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ