Tuesday, October 13, 2026
22.2 C
Odisha

    କେବଳ ତିନିଟି ଜିନିଷରେ ବନାନ୍ତୁ ଟେଷ୍ଟି Chocolate Banana Cake, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

    ଆଗକୁ ପଢନ୍ତୁ

    କାହା ଜନ୍ମଦିନ ହେଉ ଅବା ବିବାହ ବାର୍ଷିକୀ ସବୁ ଆନନ୍ଦ ଉତ୍ସବରେ କେକ୍ କାଟିବା ଆଜିକାଲି ସଉକ ହୋଇଗଲାଣି। ତେଣୁ ଏପରି ସମୟରେ ବଜାରରୁ କେକ୍ କିଣି କିମ୍ବା ତା’ର ଟେଷ୍ଟରେ ଆମେ ବିରକ୍ତି ଭାବ ମଧ୍ୟ ପ୍ରକାଶ କଲେଣି। ଯଦି ଆପଣ ମଧ୍ୟ ଏମିତି ପରିସ୍ଥିତିର ସାମ୍ନା କଲେଣି, ତେବେ ଆପଣ ଘରୋଇ ସାମଗ୍ରୀରୁ ବଢିଆ କେକ୍ ତିଆରି କରିପାରିବେ। ତେବେ କିପରି ମାତ୍ର ୩ଟି ସାମଗ୍ରୀରୁ ଚକୋଲେଟ ବାନାନା କେକ୍ କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ।

    ଆବଶ୍ଯକ ସାମଗ୍ରୀ: କଦଳୀ, ପିନଟ ବଟର ଏବଂ କୋକୋ ପାଉଡର।

    ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଜାଗାରେ କଦଳୀ, ପିନଟ ବଟର ଏବଂ କୋକୋ ପାଉଡର ପକାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ତା’ ପରେ ଏକ ବେକିଂ ମୋଲ୍ଡ ନେଇ ସେଥିରେ ତେଲ ଲଗାନ୍ତୁ ଏବଂ ପ୍ରସ୍ତୁତ କରିଥିବା ମିଶ୍ରଣକୁ ପକାଇ ଦିଅନ୍ତୁ। ଏବେ ଓଭନକୁ ୨୦୦ ଡିଗ୍ରୀ ସେଲସିୟମରେ ରଖି କେକ୍ ମିଶ୍ରଣକୁ ରଖିଦିଅନ୍ତୁ। ତା’ ପରେ ହୋଇଗଲା କେକ୍ ପ୍ରସ୍ତୁତ। ଏହାକୁ କାଢି ନର୍ମାଲ ତାପମାତ୍ରାରେ ରଖିବା ପରେ ଟେଷ୍ଟ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.2 ° C
    22.2 °
    22.2 °
    80 %
    1.2kmh
    23 %
    Mon
    22 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ