Sunday, February 1, 2026
29 C
Odisha

    କେମିକାଲ ଫ୍ୟାକ୍ଟ୍ରି ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ, ୪ ଜଣ ଆହତ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ୍ : ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଆହତମାନଙ୍କ ଭିତରେ ମଧ୍ୟ ୪ ଓଡ଼ିଆ ସାମିଲ ଅଛନ୍ତି । ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ମୃତକ ୪ ଜଣଙ୍କ ଘର ଗଞ୍ଜାମ, କଟକ, ବାଲେଶ୍ୱର ଏବଂ ଯାଜପୁର ବୋଲି ଜଣାପଡ଼ିଛି । ଏଯାଏଁ ବିସ୍ଫୋରଣ ଘଟଣାରେ ୪୨ରୁ ଅଧିକ ଲୋଙ୍କ ମୃତ୍ୟୁ ଘଟିଛି । ପଶାମିଲାରାମ ସିଗାଚି କେମିକାଲ ଫ୍ୟାକ୍ଟ୍ରିରେ କେମିକାଲ ବିସ୍ଫୋରଣ ହୋଇଥିବାବେଳେ ଘଟଣା ସମୟରେ ସେଠାରେ ୯୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    34 %
    2.1kmh
    95 %
    Sun
    30 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ