Wednesday, April 8, 2026
23.9 C
Odisha

    ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା

    ଆଗକୁ ପଢନ୍ତୁ

    ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଉ କେହି ଟିକସ ଆଦାୟ କରିପାରିବେନି। ନିଜସ୍ବ ଟିକସ ଆଦାୟ ନେଇ ପୂର୍ବ ସରକାର ଆଇନ ଆଣିଥିଲେ। ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ଖଣି ମାଲିକ। ପରେ ହାଇକୋର୍ଟ ସେହି ନିୟମକୁ ରଦ୍ଦ କରିଥିଲେ।
    ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଆଉ ଟିକସ ଆଦୟ କରିପାରିବେନି। ରାଜ୍ୟର ୩୮୫ ଖଣିରୁ ୨୦୫ ଖଣି ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି ବୋଲି ଖଣିମନ୍ତ୍ରୀ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ