Sunday, October 18, 2026
24.8 C
Odisha

    ଖଣ୍ଡଗିରି ପାଦଦେଶରେ ଶତାଧିକ ସାଧୁସନ୍ଥଙ୍କ ଭିଡ଼, ଆରମ୍ଭ ହେଲାଣି ହୋମଯଜ୍ଞ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜିଠାରୁ ଆରମ୍ଭ ମାଘ ସପ୍ତମୀ। ଖଣ୍ଡଗିରି ପାଦଦେଶରେ ଶତାଧିକ ସାଧୁସନ୍ଥଙ୍କ ଭିଡ଼ ଦେଖିବାକୁ ମିଳିଛି। କିଛି ସ୍ଥାନରେ ହୋମ ଯଜ୍ଞ ମଧ୍ୟ ଆରମ୍ଭ ହେଲାଣି। ସୂର୍ଯ୍ୟ ଉଦୟକ୍ରମେ ସାଧୁସନ୍ଥମାନେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସେଠାରୁ କଳସୀରେ ପବିତ୍ର ପାଣି ଆଣିବେ। ସେହି ପାଣିର କଳସ ବସିବା ପରେ ଆରମ୍ଭ ହେବ ପଞ୍ଚକୁଣ୍ଡ ହୋମ। ଏଥିପାଇଁ ସନ୍ଥମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

    ସେହିଭଳି କଳସ ଯାତ୍ରା ମଧ୍ୟ ମଧ୍ୟରାତ୍ରିରୁ ଆରମ୍ଭ ହୋଇଗଲାଣି। ଏଥର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜିତ ହୋଇଥିବା ବେଳେ ଖଣ୍ଡଗିରିରେ ମଧ୍ୟ ବଡ଼ ଧୁମଧାମରେ ଆୟୋଜିତ ହେଉଛି ମାଘ ସପ୍ତମୀ। ଏଥିରେ ସାଧୁସନ୍ଥଙ୍କ ପାଇଁ ପ୍ରଶାସନ ପକ୍ଷରୁ ରହିବା, ଖାଇବା ତଥା ପରିମଳର ସ୍ଵତନ୍ତ୍ର ବ୍ୟବସ୍ଥା ନେଇ ଖୁସି ପ୍ରକଟ କରିଛନ୍ତି ସାଧୁସନ୍ଥ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ