Tuesday, March 10, 2026
29 C
Odisha

    ଚର୍ଚ୍ଚାରେ ୩୨ବର୍ଷ ହେବ ସ୍ନାନ କରି ନଥିବା ସନ୍ଥ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭ ମେଳା- ୨୦୨୫ ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କ ଭିଡ଼ ମଧ୍ୟରେ ଏକ ସ୍ବତନ୍ତ୍ର ସନ୍ଥ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସନ୍ଥଙ୍କ ଉଚ୍ଚତା ୩ଫୁଟ ୮ଇଞ୍ଚ । ନାମ ଲିଲିପୁଟ ବାବା। ବୟସ ୫୭ବର୍ଷ ହେବ ବୋଲି ଜଣାପଡ଼ିଛି।

    ବାବା ଲିଲିପୁଟ ଗତ ୩୨ବର୍ଷ ହେବ ସ୍ନାନ କରି ନାହାନ୍ତି।  ଏହା ପଛରେ ଏକ ସ୍ବତନ୍ତ୍ର ସର୍ତ୍ତ ରହିଛି। ଯାହା ସେ ତାଙ୍କ ଗୁରୁଙ୍କ ଠାରୁ ପ୍ରାପ୍ତ କରିଛନ୍ତି। ଲିଲିଫୁଟ ବାପା କହିଛନ୍ତି, ‘୩୨ବର୍ଷ ହେବ ସ୍ନାନ ନକରିବା ହେଉଛି ମୋ ସାଧନାର ଏକ ଅଂଶ । ଯେଉଁ କାରଣରୁ ମୁଁ ଦୀର୍ଘ ବର୍ଷ ହେବ ସ୍ନାନ ନକରି ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରହିଛି। ମୋ ଆତ୍ମ ଶୁଦ୍ଧ ରହିଛି। ଯାହାକି ବାହାର ସ୍ବଚ୍ଛତା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    40 %
    2.7kmh
    39 %
    Tue
    31 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ