Friday, April 3, 2026
39.1 C
Odisha

    ଚାହୁଁଛନ୍ତି ଲମ୍ବା ଆୟୁ, ତ’ଖାଆନ୍ତୁ ନାହିଁ ଏହି ଜିନିଷ

    ଆଗକୁ ପଢନ୍ତୁ

    ଯଦି ଆପଣ ଲମ୍ବା ଆୟୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଇବାରେ କାବ୍ରୋହାଇଡ୍ରେଟର ମାତ୍ରା କମାଇ ଦିଅନ୍ତୁ କାହିଁକି ନା ଖାଇବାରେ ଜରୁରୀ ଠାରୁ ଅଧିକ ଏବଂ କମ୍ କାବ୍ରୋହାଇଡ୍ରେଟର ମାତ୍ରା ନେଉଥିବା ଲୋକମାନଙ୍କର ମୃତ୍ୟୁ ଡର ଲାଗି ରହିଥାଏ । ଏକ ଷ୍ଟଡିରୁ ମିଳିଥିବା ରିର୍ପୋଟ ଅନୁସାରେ ଏହି ପରି ଆଶ୍ଚର୍ୟ୍ୟ କଲା ଭଳି କଥା ସମ୍ମନାକୁ ଆସିଛି । ଷ୍ଟଡିର ରିପୋର୍ଟରେ କୁହାଯାଇଛି, କାବ୍ରୋହାଇଡ୍ରେଟରେ ୪୦ ପ୍ରତିଶତରୁ କମ୍ ଏବଂ ୭୦ ପ୍ରତିଶତରୁ ଅଧିକ ଉର୍ଜ୍ଜାର ଶେବନ ଦ୍ବାରା ମୃତ୍ୟୁର ଭୟ ବଢିଯାଇଥାଏ । କିନ୍ତୁ କାବ୍ରୋହାଇଡ୍ରେଟ ରୂପରେ ୫୦-୫୫ ପ୍ରତିଶତ ଉର୍ଜ୍ଜା ଗ୍ରହଣ କରୁଥିବା ଲୋକମାନଙ୍କର ମୃତ୍ୟୁର ଭୟ କମ୍ ରହିଥାଏ ।ବହୁତ୍ କମ୍ ଏବଂ ବହୁତ୍ ଅଧିକ କାବ୍ରୋହାଇଡ୍ରେଟ କ୍ଷତିକାରକ ହୋଇପାରେ । କିନ୍ତୁ, ସମସ୍ତଙ୍କୁ ଯାହା ଆଶ୍ଚର୍ୟ୍ୟ କରୁଥିବା କଥା ହେଉଛି, ଫାଟ୍, ପ୍ରୋଟିନ୍ ଏବଂ କାବ୍ରୋହାଇଡ୍ରେଟର ପ୍ରକାର ହୋଇଥାଏ ।

    ଏହି ଷ୍ଟଡିରେ ୪୫ରୁ ୬୪ବର୍ଷର ଆୟୁଷ ଥିବା ବର୍ଗର ପାଖାପାଖି ୧୫,୪୨୮ ଲୋକଙ୍କୁ ସାମିଲ୍ କରାଯାଇଛି । ପ୍ରତି ପ୍ରତିଯୋଗିତା ମାନଙ୍କ ମଧ୍ୟରେ ପୁରୁଷ ୬୦୦-୪୨୦ କିଲୋ କ୍ୟାଲୋରି ଉର୍ଜ୍ଜା ପ୍ରତ୍ୟେକ ଦିନ ଗ୍ରହଣ କରିଥାନ୍ତି ଯେତେବେଳେ ମହିଳାମାନେ ୫୦୦-୩୬୦୦ କିଲୋ କ୍ୟାଲୋରି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ