Tuesday, October 13, 2026
24.1 C
Odisha

    ଶାରୀରିକ ଦୁର୍ବଳତାକୁ ଦୁର କରିବା ପାଇଁ ଚାହୁଁଛନ୍ତି କି ? ତେବେ ଖାଲି ପେଟରେ ଖାଆନ୍ତୁ କିସମିସ୍ !

    ଆଗକୁ ପଢନ୍ତୁ

    ଆୟୁର୍ବେଦ ଅନୁସାରେ ସବୁଦିନ ସକାଳୁ କିସମିସ ଖାଇବା ଦ୍ବାରା କ୍ୟାନ୍ସର ଏବଂ କିଡନୀ ସମ୍ବନ୍ଧୀୟ ରୋଗର କମ୍ ହୋଇଥାଏ। ଶରୀରର ଦୁର୍ବଳତାକୁ କମ୍ କରି ଶକ୍ତିର ସ୍ତରକୁ ବଢ଼ାଇବାରେ ମଧ୍ୟ ବହୁତ ଫାଇଦାପୁର୍ଣ୍ଣ ହୋଇଥାଏ। କିସମିସକୁ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

    ଜ୍ବର : ଏଥିରେ ଥିବା ଆଣ୍ଟି ବାୟୋଟିକ ତତ୍ତ୍ବ ଦ୍ବାରା ଜ୍ବର ଶୀଘ୍ର କମି ଯାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଏବଂ ଶକ୍ତିର ସ୍ତର ବଢ଼ିଥାଏ।

    କବ୍ଜ : ଗୋଟେ ମୁଠା କିସମିସକୁ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଏହି ପାଣିକୁ ପିଇବା ଏବଂ କିସମିସକୁ ଚୋବାଇ ଖାଇବା ଦ୍ବାରା କବ୍ଜ ଦୂର ହୋଇଥାଏ।

    ରକ୍ତ ହୀନତା : କିସମିସରେ ଆଇରନ ଅଧିକ ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ରକ୍ତ ହୀନତାର ସମସ୍ୟା ଦୂର ହୋଇଥାଏ।

    କିଡନୀ : କିସମିସକୁ ଖାଇବା ଦ୍ବାରା ଏହା ଶରୀରର ଟକ୍ସିନକୁ ବାହାର କରିଥାଏ ଏବଂ କିଡନୀକୁ ସୁସ୍ଥ ରଖିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ