Monday, July 21, 2025
29.9 C
Odisha

    ଜମାତ-ଏ-ଇସଲାମିଙ୍କ ସହାୟତାରେ ଉପନିର୍ବାଚନ ଲଢୁଛନ୍ତି ପ୍ରିୟଙ୍କା ଗାନ୍ଧୀ: ପି. ବିଜୟନ

    ଆଗକୁ ପଢନ୍ତୁ

    କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏହାର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହାୟତାରେ ୱାୟନାଡ ଲୋକସଭା ଉପନିର୍ବାଚନ ଲଢ଼ୁଛି । ଗୁରୁବାର ଏକ ଫେସ୍ ବୁକ୍ ପୋଷ୍ଟରେ ବିଜୟନ ଦାବି କରିଛନ୍ତି ଯେ ୱାୟନାଡ ଉପନିର୍ବାଚନ କଂଗ୍ରେସ ଦଳର ଧର୍ମନିରପେକ୍ଷତାର ମୁଖାକୁ ସମ୍ପୂର୍ଣ୍ଣ ହଟାଇ ଦେଇଛି । ପ୍ରିୟଙ୍କା ଗାନ୍ଧୀ ସେଠାରେ ଜମାତ-ଏ-ଇସଲାମି ସହାୟତାରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ତେବେ ପ୍ରକୃତରେ କଂଗ୍ରେସର ଆଭିମୁଖ୍ୟ କ’ଣ ? ଜମାତ-ଏ-ଇସଲାମି ପାଇଁ ଆମ ଦେଶ ଅପରିଚିତ ନୁହେଁ । ସେହି ସଂଗଠନର ବିଚାରଧାରା ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ମେଳ ଖାଉଛି କି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    71 %
    2kmh
    90 %
    Mon
    30 °
    Tue
    33 °
    Wed
    31 °
    Thu
    28 °
    Fri
    24 °

    ସମ୍ବନ୍ଧିତ