Thursday, September 24, 2026
24 C
Odisha

    ଜମାତ-ଏ-ଇସଲାମିଙ୍କ ସହାୟତାରେ ଉପନିର୍ବାଚନ ଲଢୁଛନ୍ତି ପ୍ରିୟଙ୍କା ଗାନ୍ଧୀ: ପି. ବିଜୟନ

    ଆଗକୁ ପଢନ୍ତୁ

    କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏହାର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହାୟତାରେ ୱାୟନାଡ ଲୋକସଭା ଉପନିର୍ବାଚନ ଲଢ଼ୁଛି । ଗୁରୁବାର ଏକ ଫେସ୍ ବୁକ୍ ପୋଷ୍ଟରେ ବିଜୟନ ଦାବି କରିଛନ୍ତି ଯେ ୱାୟନାଡ ଉପନିର୍ବାଚନ କଂଗ୍ରେସ ଦଳର ଧର୍ମନିରପେକ୍ଷତାର ମୁଖାକୁ ସମ୍ପୂର୍ଣ୍ଣ ହଟାଇ ଦେଇଛି । ପ୍ରିୟଙ୍କା ଗାନ୍ଧୀ ସେଠାରେ ଜମାତ-ଏ-ଇସଲାମି ସହାୟତାରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ତେବେ ପ୍ରକୃତରେ କଂଗ୍ରେସର ଆଭିମୁଖ୍ୟ କ’ଣ ? ଜମାତ-ଏ-ଇସଲାମି ପାଇଁ ଆମ ଦେଶ ଅପରିଚିତ ନୁହେଁ । ସେହି ସଂଗଠନର ବିଚାରଧାରା ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ମେଳ ଖାଉଛି କି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ