Friday, April 3, 2026
39.1 C
Odisha

    ଜଳିଗଲା ଯାତ୍ରୀବାହୀ ବସ, ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗି ଜଳିଗଲା ବସ୍ । ଝାରସୁଗୁଡ଼ା ଟାଉନ ଥାନା ବୃନ୍ଦାବନ କଲୋନୀରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗିଯାଇ ବସ ଜଳିଯାଇଛି । ବସରେ କୌଣସି ଯାତ୍ରୀ ନଥିବାରୁ କୌଣସି ମୃତାହତ ହୋଇନାହାନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍ତ କରିଥିଲା । କେଉଁ ପରିସ୍ଥିତିରେ ଏବଂ କିଭଳି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ