Saturday, May 23, 2026
27.5 C
Odisha

    ଜାଡ଼ରେ ଥରୁଛି ସାରା ଓଡିଶା,ରାଉରକେଲା ସବୁଠୁ ଥଣ୍ଡା ସହର

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି। ସାରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଅପେକ୍ଷା ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ପ୍ରକୋପ ଅନୁଭୂତ ହେଉଛି। କିଛିଦିନ ହେଲା ଶୀତ ଲହରୀ ଜାରି ରହିଥିବା ବେଳେ ଆହୁରି ୨ଦିନ ପର୍ଯ୍ୟନ୍ତ ଶୀତ ଲହରୀ ପ୍ରକୋପ ଲାଗି ରହିବାର ସମ୍ଭାବନା ରହିଛି।

    ଆଜି ରାଉରକେଲା ଓ ଝାରସୁଗୁଡାରେ ପାରଦ ୭ ଡିଗ୍ରୀ ତଳକୁ ଖସିଛି। ରାଉରକେଲାରେ ୬.୬ ଓ ଝାରସୁଗୁଡାରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ଓ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    67 %
    1.2kmh
    93 %
    Sat
    44 °
    Sun
    45 °
    Mon
    44 °
    Tue
    44 °
    Wed
    45 °

    ସମ୍ବନ୍ଧିତ