Sunday, March 29, 2026
39.1 C
Odisha

    ଜେଲରେ କେଜ୍ରିଓ୍ୱାଲଙ୍କୁ ମିଳିଲା ଇନସୁଲିନ

    ଆଗକୁ ପଢନ୍ତୁ

    ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେଲରେ ଇନସୁଲିନ ମିଳିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ ଯାହା ଏବେ ତାଙ୍କୁ ଦିଆଯାଇଛି । ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା । ଯେଉଁଥିପାଇଁ ସେ ନିଜେ ତିହାର ଜେଲର ଅଧିକ୍ଷକଙ୍କୁ ଚିଠି ଲେଖି ଇନସୁଲିନ୍ ମାଗିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    12 %
    3.7kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ