Monday, March 30, 2026
27.4 C
Odisha

    ତାସ ଖେଳରୁ ମହାଭାରତ: ସାଙ୍ଗକୁ ହତ୍ୟା କଲା ସାଙ୍ଗ

    ଆଗକୁ ପଢନ୍ତୁ

    ଦେବଗଡ: କୁଣ୍ଢେଇଗୋଳା ଥାନା ବୁଢାପାଳ ବିଟ ଅନ୍ତର୍ଗତ ଗମ୍ଭାରୀପାଳ ଗ୍ରାମରେ ଗତକାଲି ରାତ୍ରୀରେ ତାସ ଖେଳରୁ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି। ହତ୍ୟା କାଣ୍ଡରେ ସେହି ଗ୍ରାମର ଅଜୟ ମୁଖି ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ହତ୍ୟା କାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ଦୁଇଜଣ ଯୁବକକୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ଥିବା ଜଣା ପଡିଛି। ଏ ନେଇ ଆଜି ପୂର୍ବାହ୍ନରେ ମୃତର ଭାଇ ବିଜୟ ମୁଖିର ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଜବତ କରି ନିକଟସ୍ଥ ଛେଣ୍ଡିପଦା ଡାକ୍ତରଖାନାକୁ ପଠାଇଥିବା ବେଳେ ଘଟଣା ସ୍ଥଳରୁ ଏକ ମୋବାଇଲ ଫୋନ ଓ ତାସ ପତି ଜବତ କରିଛି। ସେହିପରି ଫେରାର ଅଭିଯୁକ୍ତକୁ ଧରିବାକୁ ଦେବଗଡ଼ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ