Tuesday, September 23, 2025
23.3 C
Odisha

    ନବରାତ୍ରିରେ ମା ଙ୍କୁ ଆରାଧନା କଲେ ପ୍ରଧାନମନ୍ତ୍ରୀ ମୋଦି

    ଆଗକୁ ପଢନ୍ତୁ

    ପ୍ରତିବର୍ଷ ପରି ନବରାତ୍ରୀ ପାଳନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରାତ୍ରିରେ ପ୍ରତିଦିନ ମା ଦୁର୍ଗାଙ୍କର ନଅଟି ରୂପ ଦେଖିବାକୁ ମିଳିଥାଏ । ସେହି ୯ ରାତ୍ରି ମଧ୍ୟରେ ରହିଥିବା ରୂପ ଗୁଡ଼ିକୁ ପୂଜା କରିଥାନ୍ତି ଶ୍ରଦ୍ଧାଳୁ । ସେଥିମଧ୍ୟରୁ ମା ଶୈଳପୁତ୍ରୀ,ମା ବ୍ରହ୍ମଚାରିଣୀ,ମା ଚନ୍ଦ୍ରଘଣ୍ଟା ,ମା କୁଷ୍ମଣ୍ଡା,ମା ସ୍କନ୍ଦମାତା, ମା କାତ୍ୟାୟନୀ,ମା କାଳରାତ୍ରୀ,ମା ମହାଗୌରି, ଓ ମା ସିଦ୍ଧିଦାତ୍ରି ଅନ୍ୟତମ ।

    ନବରାତ୍ରୀର ତୃତୀୟ ଦିନରେ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆରେ ମା ଚନ୍ଦ୍ରଘଣ୍ଟାଙ୍କ ଠାରେ ପ୍ରାର୍ଥନା କରିଥିଲେ । ଏକ ଭିଡ଼ିଓ କରି ପୋଷ୍ଟ କରିଛନ୍ତି ମୋଦି । ମହାରାଷ୍ଟ୍ରରେ ଥିବା ଜଗଦମ୍ବା ମନ୍ଦିରରେ ସ୍ଵତନ୍ତ୍ର ପୂଜାପାଠ କରିଛନ୍ତି ମୋଦି । ସାରା ଦେଶରେ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ରହିଛି । ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂର ଦୁରା ନ୍ତରରୁ ଭକ୍ତ ଧାଇଁ ଆସିଛନ୍ତି । ନବରାତ୍ରିରେ ମାଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ମୋଦି ମା ଜଗତ ଜନନୀଙ୍କ ଆଶିର୍ବାଦ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    1.5kmh
    100 %
    Tue
    26 °
    Wed
    27 °
    Thu
    28 °
    Fri
    30 °
    Sat
    25 °

    ସମ୍ବନ୍ଧିତ