Friday, April 3, 2026
39 C
Odisha

    ନର୍ସିଂ ଅଧିକାରୀ ପରୀକ୍ଷାରେ ଦ୍ଵିତୀୟ ସ୍ଥାନ ଅଧିକାର କଲେ ଆଶୀର୍ବାଦ

    ଆଗକୁ ପଢନ୍ତୁ

    ରାୟଗଡା : ୟୁପିଏସସି ଦ୍ୱାରା ପରିଚାଳିତ ଇଏସଆଇସି ନର୍ସିଂ ଅଫିସର ନିଯୁକ୍ତି ପରୀକ୍ଷାରେ ଆଶୀର୍ବାଦ ଚୌଧୁରୀ ସର୍ବଭାରତୀୟ ସ୍ତରରେ ଦୁତୀୟ ସ୍ଥାନ ଅଧିକାର କରି ଓଡିଶା ତଥା ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ୧୬ ତାରିଖ ଦିନ ଏହି ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଆଶୀର୍ବାଦ ବର୍ତ୍ତମାନ ଏଆଇଏମସ ଭୁବନେଶ୍ୱର ଠାରେ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ। ଏଥି ପୂର୍ବରୁ ସେ ଏଆଇଏମସ ଭୁବନେଶ୍ୱର ପାଇଁ ନିଯୁକ୍ତି ସମୟରେ ସର୍ବଭାରତୀୟ ସ୍ତରରେ ସପ୍ତମ ସ୍ଥାନ ଅଧିକାର କରିଥିଲେ। ଆଶୀର୍ବାଦ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଶିକ୍ଷକ ପ୍ରଫୁଲ ଚୌଧୁରୀଙ୍କ ପୁତ୍ର। ଏହି ସଫଳତାର ଶ୍ରେୟ ପିତା, ମାତା ଓ କିଟ ଅନୁଷ୍ଠାନର ଗୁରୁଜନଙ୍କୁ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ